୧୦ବର୍ଷ ଜେଲରେ କାଟିବା ପରେ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ

ଭୁବନେଶ୍ୱର: ଦଶବର୍ଷ ଦଣ୍ଡ ପରେ ବି ଛାଡ଼ିଲେନି ବିଚାରାଳୟ। ଦଶବର୍ଷ ଜେଲଦଣ୍ଡ ଭୋଗିଥିବା କଏଦୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ। ମିଳିଥିବା ସୂଚନା ମୁତାବକ ସହିଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀରେ ପତ୍ନୀକୁ ହତ୍ୟା କରିଥିବା ଜଣେ ଦୋଷୀଙ୍କୁ ଏବେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବିଚାରପତି। ମେ ୧୦,୨୦୧୨ରେ ଏହି ଅମାନୁଷିକ ହତ୍ୟାକାଣ୍ଡ ହୋଇଥିଲା। ନିଜ ସ୍ତ୍ରୀଙ୍କୁ ପେଟ୍ରୋଲ ଢାଳି ସ୍ୱାମୀ ଜାଳିଦେଇଥିଲେ। ଏପରି ଘଟଣା ଘଟିଥିଲା … Continue reading ୧୦ବର୍ଷ ଜେଲରେ କାଟିବା ପରେ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ